ପାଇଁ
ପାଇଁ
ଉଚ୍ଚାରଣ
ସମ୍ପାଦନାପାଇଁକି, ପେଇଁଅନ୍ୟରୂପ
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - ଅ
ସମ୍ପାଦନା- ୧. ଲାଗି; ନିମନ୍ତେ ୧. For; for the sake of.
ଝଣ ଝଣକରେ ବିନ୍ଧିଲେ ଦଶ ଦଶ ଦେଖାଇବା ପାଇଁ କି ବଳ ପଭରୁଷ କୃଷ୍ଣସିଂହ. ମହାଭାରତ. ଦ୍ରୋଣ
- ୨. ଯୋଗୁଁ; ହେତୁରୁ — ୨. Beacause cf; on account of.
- ୩. (ଯାହାକୁ) ଲାଭ କରିବା ନିମନ୍ତେ — ୩. For getting which.
ଯାହା ପାଇଁ ଶିବ ପୂଜୂ ଥାଉଁ—କବିସୂର୍ଯ୍ୟ ସଙ୍ଗୀତ