ପାଇଁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ପାଇଁକି, ପେଇଁଅନ୍ୟରୂପ

  • (file)

ଅନୁବାଦ ସମ୍ପାଦନା

ଦେଶଜ - ଅ ସମ୍ପାଦନା

୧. ଲାଗି; ନିମନ୍ତେ ୧. For; for the sake of.

ଝଣ ଝଣକରେ ବିନ୍ଧିଲେ ଦଶ ଦଶ ଦେଖାଇବା ପାଇଁ କି ବଳ ପଭରୁଷ କୃଷ୍ଣସିଂହ. ମହାଭାରତ. ଦ୍ରୋଣ

୨. ଯୋଗୁଁ; ହେତୁରୁ — ୨. Beacause cf; on account of.
୩. (ଯାହାକୁ) ଲାଭ କରିବା ନିମନ୍ତେ — ୩. For getting which.

ଯାହା ପାଇଁ ଶିବ ପୂଜୂ ଥାଉଁ—କବିସୂର୍ଯ୍ୟ ସଙ୍ଗୀତ