ପାଇ
ପାଇ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. (ସଂସ୍କୃତ - ପାଦ) ପାହୁଲା; ଏକ ପଇସାର ଏକ— ତୃତୀୟାଂଶ ମୂଲ୍ୟର ତାମ୍ରମୁଦ୍ରା —୧. A pie; ୧/୩ of a pice.
- ୨. ପାହି ରଇତ —୨. Non-resident. royat.
- ୩. ଡୁଡୁ ଖଳରେ ଏକ ପକ୍ଷର ସୀମା ନିର୍ଦ୍ଦିଷ୍ଟ ସ୍ଥାନ — ୩. The space alloted to one party in the game of Ḍuḍu.
ବିଶେଷଣ -
ସମ୍ପାଦନାଭିନ୍ନ ମଉଜାବାସୀ (ପ୍ରଜା) — Non resident (tenant).
ପ୍ରାଦେଶିକ - (ଗଡ଼ଜାତ ଓ ସମ୍ୱଲପୁର) ବିଶେଷ୍ୟ -
ସମ୍ପାଦନାକାଖ, ପଲାଙ୍କୁ ଯେଉଁ କଡ଼ରେ ଅଣ୍ଟା ଉପରେ ବସାଇ କାଖେଇବାକୁ ହୁଏ —Flank; the part of the body on which grown up people carry infants.
ପ୍ରାଦେଶିକ - (ସିଂହଭୂମ)
ସମ୍ପାଦନା- ୧. ତୁମ୍ୱ (ଦେଖ) - —୧. Tumba (See)
- ୨. ଦୁଇ ସେର ଓଜନର ଶସ୍ୟ ମାପିବା ପାଇଁ ବ୍ୟୂବହୃତ ଗଉଣି — ୨. A wickerwork corn-measuring pot of the capacity of ୨ Seers.
- ୩. ଦୁଇବାଟି ଓଜନ (୧୬୮: ବା ୨ ତୋଳା) — ୩. A standard weight below ୨୦୦ tolas.