ପହିଲେ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

=== ଦେଶଜ - କ୍ରି. ବିଣ—(ସଂସ୍କୃତ - ପ୍ରଥମା; ପ୍ରା. ପହିଲୋ)

୧. ଆଦ୍ୟରେ; ପ୍ରଥମେ — ୧. At first; in the beginning.
୨. ପ୍ରଥମଠାରୁ; ଆଦ୍ୟରୁ — ୨. From the beginning.

ପହିଲେ ସ୍ୱହୃଦପରି ଘଟାଇଲା ବିଧି ମଧୂସୂଧନ, ଉତ୍ତରରାମ ଚରିତ