ପହଲ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଫାରାସୀ - ପହଲୁ; ଢୁଳ. ସଂସ୍କୃତ - ପଟଳ) ସମ୍ପାଦନା

୧. କାଠଖଣ୍ଡର ଦାଢ଼କୁ ରନ୍ଧାଦ୍ୱାରା ଗଡ଼ାଣିଆ କରିବା — ୧. Making the edge of a piece of wood sloping by the carpenters plane.
୨. (ବଣିଆ ଶବ୍ଦ) ଅତି ମୂଲ୍ୟବାନ ମଣିଷମାନଙ୍କର କଟା ହୋଇଥିବା ପାଖ —୨. The side of a precious stone showing the cut; facet.
୩. କୋଣବିଶିଷ୍ଟ ଘନ ବସ୍ତୁର ଗୋଟିଏ ସମତଳ ପାଖ — ୩. The broad surface of a many-surfaced article.
୪. ପରସ୍ତ; ସ୍ତର —୪. Layer.