ପହପଟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଯଥା—ପହପଟ ପଡ଼ିଆ)

(ଦ୍ର—ଏ ତାଳର ଗୀତ ସ୍ତ୍ରୀ ମାନେ ଗାଆନ୍ତି)

ଦେଶଜ - ବିଶେଷଣ - ସମ୍ପାଦନା

ଅନାବୃତ; ଉନ୍ମକ୍ତ — Open.

ବିଶେଷ୍ୟ - ସମ୍ପାଦନା

ତାଳବିଶେଷ —A kind of musical measure.

ପ୍ରତି ନିକୁଞ୍ଜେ ତାଳ ପହପ଼ଟ—କବିସୂର୍ଯ୍ୟ କବିତା କଲ୍ଲୋଳ