ପହଣା
===ପ୍ରାଦେଶିକ - (ମେଦିନୀପୁର, ଯାଜପୁର, ଭଦ୍ରଖ) ବିଶେଷ୍ୟ - (ଢୁଳ. ବଂ ପୋନାମାଛ)
ମାଛ ଜାଆଁଳ; ରୋହି, ଭାକୁଡ଼, ମିରକାଳି ଆଦି ମାଛଛୁଆ —The fry of fishes.