ପହଁରା

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ -

ସମ୍ପାଦନା
୧. (ସଂସ୍କୃତ - ବହୁକରୀ=ଝାଡ଼ୁ; ବହୁକର=ଝାଡ଼ୁ— ଦେବା ବ୍ୟକ୍ତି)—ଓଳାଇବା — ୧. Sweeping.
୨. ଝାଡ଼ୁ; ସମ୍ମାର୍ଜ୍ଜନୀ —୨. Broomstick.


ଅନୁବାଦ

ସମ୍ପାଦନା
୩. ଝାଡ଼ୁ ଦେବା; ଓଳାଇବା — ୩. Sweeping a place clean.

ଅଗଣା ଖରକି ପହଁରା. ଚନ୍ଦନ ବୋଲି ଦ୍ୟନ୍ତି ଛେରା ଭାଗବତ

୪. (ସଂସ୍କୃତ - ପ୍ଳବନ; ପ୍ରା. ପବଣ)—ସନ୍ତରଣ — ୪. Swimming.

ପ୍ରାଦେଶିକ - (ଗଡ଼ଜାତ)

ସମ୍ପାଦନା

କ୍ଷେତରେ ଖୋଳାଯିବା ପହଣୀ; ପାଣି ନାଳ — Small water-channel dug in a field.

ଦେଶଜ - ବିଶେଷଣ -

ସମ୍ପାଦନା

ଯେଉଁ ପାଣିର ଗାଭୀରତା ମନୁଷ୍ୟର ଉଚ୍ଚତା ଠାରୁ ବେଶି ଓ ଯାହାକୁ ପହଁରିବାଦ୍ୱାରା ପାରି ହେବାକୁ ପଡ଼େ — (water) Which is more than a man's depth.