ପଶ୍ୟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପ୍ରବେଶ; କିମ୍ୱା ଦୃଶ୍ ଧାତୁର ଅନୁଜ୍ଞା ୨ୟ ପୁରୁଷ ଏକ ବଚନର ଆକାର ସଂସ୍କୃତ - ପଶ୍ୟ=ଦେଖ) ସମ୍ପାଦନା

୧. ଦୃଷ୍ଟି —୧. Sight.
୨. କୌଣସି ବିଷୟ ପ୍ରତି ମନୋଯୋଗ — ୨. Attention to any point.
୩. ଧ୍ୟାନ; ଖିୟାଲ —୩. Care; thought.
୪. ସ୍ମରଣ —୪. Remembrance; recollection.