ପଶାଇବା
ପଶାଇବା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - କ୍ରିୟାପଦ -
ସମ୍ପାଦନା- ୧. ପଶିବା କ୍ରିୟାର ଣିଜନ୍ତରୂପ — ୧. The causative form of Paṡibā.
- ୨. ପୂରାଇବା; ପ୍ରବିଷ୍ଟ କରାଇବା — ୨. To cause to enter to thrust.
- ୩. କୋଡ଼ି କାଙ୍କ ଆଦିର ପଶାରେ ଆଘାତ କରିବା — ୩. To strike with the hundle of a spade.
ପ୍ରାଦେଶିକ - (ଲରିଆ)କ୍ରିୟାପଦ -
ସମ୍ପାଦନାଭାତ ଗାଳିବା —To press out water from the boiled rice in the cooking pot.