ପଶା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପାଶକ; ପ୍ରା. ପାସା) ସମ୍ପାଦନା

୧. ଚଉସାର; ଅକ୍ଷତ୍ରୀଡ଼ା — ୧. Game at dice.
୨. (ସଂସ୍କୃତ - ପାର୍ଷ୍ଣୀ=ଗୁଳ୍ମ) କୋଡ଼ି କାଙ୍କ, କୁରାଢ଼ୀ ଆଦିର ମୂଳଦେଶସ୍ଥ ବଳୟ (ଯାହା ମଧ୍ୟ ଦେଇ ବେଣ୍ଟ ପଶିଯାଏ); କାଙ୍କ ଆଦିର ମୁଣ୍ଡ —୨. The ring a spade or axe through which the handle is passed.
୩. ଲଙ୍ଗଳ ମୁହଁରେ ଲଙ୍ଗଳଲୁହାକୁ ସଂଲଗ୍ନ କରିବା ନିମନ୍ତେ ଲୌହ ନିର୍ମିତ ବେଷ୍ଟନୀ ବା ମୁଦିଆ —୩. A ring of iron through which the plough iron is thrust.
୪. କୋଡ଼ି କାଙ୍କରେ ମାଟି ହାଣିବାଦ୍ୱାରା ଏକଥର — ୪. One stroke of a spade for cutting earth.

(ଯଥା—ମୁଁ ପଶାଏଁ ମାଟି ହାଣିଲା ବେଳକୁ ସେ ଆସି ପହଞ୍ଚିଲେ)


୫. କୋଡ଼ି କାଙ୍କ ଆଦିର ପଶା ବା ମୁଣ୍ଡିରେ ପ୍ରହାର — ୫. A blow with the base or ring of a spade or axe.

ନ ଜାଣି ଗୋଦରା କରିଛି ଓଷା, ଘରେ ଖାଉଥାଏ ଟାଙ୍ଗିଆ ପଶା—ଢଗ

(ପଶା—ସ୍ତ୍ରୀ) 

ଅନୁବାଦ ସମ୍ପାଦନା

ବିଣ—(ସଂସ୍କୃତ - ପ୍ରବେଶ) (ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୃତ ଯଥା—ହାଡ଼ିଘର ପଶା; ଗାତପଶା) ସମ୍ପାଦନା

୧. ପ୍ରବେଶକାରୀ — ୧. Entering; going into.
୨. ଥଳ; ନଦୀ ଆଦିରେ ଲୋକେ ପଶିକରି ଯିବାର ଅବସ୍ଥା— ଯୁକ୍ତ (ଜଳଭାଗ) —୨. Fordable.

(ଯଥା—ଅଶୀଣ ମାସରେ ମହାନଦୀ ପଶା ହୋଇଯାଏ)

ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ - ସମ୍ପାଦନା

ଛୁଞ୍ଚି ବା ଡାମ୍ଫଣର କଣା — Eye of needle.