ପର୍କଟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ପର୍କଟୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

୧. ଏକପ୍ରକାର ବଗ — ୧. A kind of Ardea (bird).
୨. ଅନୁଶୋଚନା —୨. Regret. (M.W.)
୩. ଉତ୍କଣ୍ଠା —୩. Anxiety. (M.W.)

ଗ୍ରାମ୍ୟ - ବିଶେଷଣ - (ସଂସ୍କୃତ - ପ୍ରକଟିତ) ସମ୍ପାଦନା

ପ୍ରକଟିତ; ସର୍ବତ୍ର ପ୍ରକାଶିତ — Published everywhere.