ପରେଇବା
ପରେଇବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନା(ଶୂଦ୍ରଙ୍କ ବ୍ୟବହୃତ) ଗ୍ରାମ୍ୟ - କ୍ରିୟାପଦ - (ପରିବାର ଣିଜନ୍ତ ରୂପ; ସଂସ୍କୃତ - ପାତି ଧାତୁ)
ସମ୍ପାଦନା- ୧. ଗଛ ଆଦିରୁ ଫଳ ଅନ୍ୟଦ୍ୱାରା ତୋଳା — ଇବା; ପଡ଼ାଇବା —୧. To cause to be plucked.
(ଯଥା— ସାଆନ୍ତ ବସି ନ଼ଡିଆ ପରାଉ ଅଛନ୍ତି)
- ୨. (ସଂସ୍କୃତ - ପରିଧାପନ)—ଭୂଷିତ କରାଇବା; ପିନ୍ଧାଇବା; ପହରଣ କରିବା —୨. To cause to put on.
- ୩. ଅନ୍ୟଦ୍ୱାରା ବିଛଣାଆଦି ଭୂମିରେ ବିଛାଇବା — ୩. To cause to be spread.
ପ୍ରାଦେଶିକ - (ଭତରିଭାଖା) କ୍ରି. (ତୁଳ. ହିନ୍ଦୀ - ପରାନା)
ସମ୍ପାଦନାପଳାଇବା — To fly away.
ଗ୍ରାମ୍ୟ - (ଇତର ବ୍ୟବହୃତ ଉଚ୍ଚାରଣ)—କ୍ରି
ସମ୍ପାଦନାପଳାଇବା To flee away.
ପରେଇବା
ଉଚ୍ଚାରଣ
ସମ୍ପାଦନାଗ୍ରାମ୍ୟ - (ଇତର) କ୍ରି.—(ଳ ସ୍ଥାନରେ ର ଉଚ୍ଚାରଣ)
ସମ୍ପାଦନାପଳାଇବା (ଦେଖ) - —Paḻāibā (See)