ପରିହିତ

ଉଚ୍ଚାରଣ

ସମ୍ପାଦନା
(ପରିହିତା—ସ୍ତ୍ରୀ)
  • (file)
  • (file)

ସଂସ୍କୃତ - ବିଶେଷଣ - (ପରି+ଧା ଧାତୁ=ଧାରଣ କରିବା+କର୍ମ. ତ)

ସମ୍ପାଦନା
୧. ପିନ୍ଧା ହୋଇଥିବା; ପିନନ୍ଧ —୧. Clothed; worn; clad; put on; donned.
୨. ଆଚ୍ଛାଦିତ —୨. Covered over.

ପ୍ରାଦେଶିକ - (ଗଡ଼ଜାତ) ବିଶେଷଣ - (କଚିରିଆ ଭାଷା)

ସମ୍ପାଦନା

ସନ୍ନିକଟ; ସନ୍ନିହିତ — Very close.