ପରିଷଦ

ଉଚ୍ଚାରଣ

ସମ୍ପାଦନା

(ପରିଷଦ; ପାର୍ଷଦ—ଅନ୍ୟରୂପ)

  • (file)
  • (file)

ସଂସ୍କୃତ - ବିଶେଷ୍ୟ - ପୁଂ. (ପରି+ସଦ୍ ଧାତୁ+କର୍ତ୍ତୃ. ଅ)

ସମ୍ପାଦନା
୧. ସଭାସଦ; ସଭାର ସଭ୍ୟ; ସଦସ୍ୟ — ୧. A member of an assembly.
୨. ଶୋଭାଯାତ୍ରାରେ ସ୍ୱାମୀଙ୍କୁ ଘେରି ଚାଲୁଥିବା ଅନୁଚର — ୨. Retinue; train.
୩. ଦରବାରୀ; ରାଜସଭାସଦ —୩. Courtier.