ପରିଶ୍ରାନ୍ତ, ପରିଶ୍ରମୀଅନ୍ୟରୂପ
ସଂସ୍କୃତ - ବିଶେଷ୍ୟ - (ପରି+ଶ୍ରମ୍ ଧାତୁ=ପରିଶ୍ରମ କରିବା+ଭାବ. ଅ)
ସମ୍ପାଦନା
- ୧. ବିଶେଷ ଶ୍ରମ; ମିହନ୍ତ — ୧. Labour; toil.
- ୨. କ୍ଳାନ୍ତି; ଶ୍ରାନ୍ତି —୨. Fatigue.
- ୩. ଆୟାସ —୩. Exertion.
- ୪. ଧାରାବାହିକ ପାଠାଭ୍ୟାସ —୪. Regular study.
- ୫. ଅଧ୍ୟବସାୟ —୫. Perseverance.