ପରିବର୍ତ୍ତନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ସଂସ୍କୃତ - ବିଶେଷ୍ୟ -(ପରି+ବୃତ୍ ଧାତୁ+ଭାବ. ଅନ) ସମ୍ପାଦନା

୧. ପରିବର୍ତ— (ଦେଖ) - — ୧. Paribarta. (See)
୨. ବାଳ କାଟିବା; ବାଳ କତୁରା — ୨. The cutting or clipping of the hair. (M.W.)
୩. ରକ୍ଷଣ —୩. Protecting; defending.