ପରିଚୟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ପରିଚିତ—ବିଣ)

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ପରି= ସର୍ବତୋଭାବେ+ଚି ଧାତୁ= ଏକତ୍ର କରିବା +ଭାବ. ଅ) ସମ୍ପାଦନା

୧. ଆଳାପ; କୌଣସି ବ୍ୟକ୍ତିର ନାମାଧାମାଦି ଜାଣିବା —୧. Acquaintance.
୨. ଅଭିଜ୍ଞାନ — ୨. Intimate knowledgw.
୩. ପ୍ରଣୟ; ଘନିଷ୍ଠତା; ଜଣାଶୁଣା — ୩. Intimacy; friendship.
୪. ଅଭ୍ୟାସ (ହିନ୍ଦୀ - ଶ) —୪. Practice. (M.W.)

ଦେଶଜ - ବିଶେଷଣ - (ସଂସ୍କୃତ - ପରିଚିତ) ସମ୍ପାଦନା

ପରିଚିତ —Acquainted.