ପରିଚ୍ଛେଦ
ପରିଚ୍ଛେଦ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ପରି+ ଛିଦ୍ ଧାତୁ= ଛେଦନ କରିବା+ କର୍ମ. ଅ)
ସମ୍ପାଦନା- ୧. ବିଚ୍ଛେଦ —୧. Separation.
- ୨. ଅଂଶ; ଭାଗ —୨. Part; portion.
- ୩. ସୀମା —୨. Limit; boundary.
- ୪. ଶେଷ; ସମାପ୍ତି —୪. End; finish.
- ୫. ଗ୍ରନ୍ଥର ଭିନ୍ନ ଭିନ୍ନ ବିଷୟ ବିଭାଗ; ଅଧ୍ୟାୟ — ୫. Chapter of a book; section of a work.
- ୬. ନିଶ୍ଚୟ —୬. Certainly.
- ୭. (ପରି+ ଛିଦ୍ ଧାତୁ+ ଭାବ. ଅ)— ଅବଧାରଣ; ନିର୍ଣ୍ଣୟ — ୭. Ascertainment.
- ୮. ଭେଦ ଜ୍ଞାନ —୮. Discrimination.
- ୯. ସମ୍ପୂର୍ଣ୍ଣ ବିନାଶ —୮. Destruction; ruin.
ଦ୍ରବ୍ୟରୁ ଯେବେ ଗୁଣର ବିଚ୍ଛେଦ, କାମ କାଣ୍ଡରେ ହେଲେ ପରିଚ୍ଛେଦ ତାହାକୁ କହିବା, କପାଳରେ ସନା କର ଡାଡ଼ିବା କବିସର୍ଯ୍ୟ—ସଙ୍ଗୀତ
- ୧. କାଟି କରି ବିଭକ୍ତ କରିବା —୧୦. Servering.
- ୧୧. ବିଭାଗ; ବଣ୍ଟନ —୧୧. Partition; division.
- ୧୨. ସଂକଳ୍ପ —୧୨. Resolution.
- ୧୩. ପ୍ରକୃତ ସଂଜ୍ଞା —୧୩. Accurate definition (M.W.)
- ୧୪. ପ୍ରତୀକାରଣ — ୧୪. Remedying, obviating. (M.W.)