(ପରିଚିତା—ସ୍ତ୍ରୀ)
(ପରିଚିତ—ବି)
ସଂସ୍କୃତ - ବିଶେଷଣ - ପୁଂ—(ପରି+ ଚି ଧାତୁ=ଏକତ୍ର କରିବା+ କର୍ମ. ତ)
ସମ୍ପାଦନା
- ୧. ଜ୍ଞାତ —୧. Known.
- ୨. ଚିହ୍ନିତ —୨. Recognised.
- ୩. ଜଣା ଶୁଣା, ଯାହା ସଙ୍ଗେ ଆଳାପାଦି ଅଛି — ୩. Acquainted; well known.
- ୪. ଗଦା କରା ଯାଇ ଥିବା —୪. Heaped up; collected.