ପରାଏ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ପରାଏକ—ଅନ୍ୟରୂପ)

ଦେଶଜ - ଅ. (ପଦ୍ୟ) (ସଂସ୍କୃତ - ପ୍ରାୟ) ସମ୍ପାଦନା

ପ୍ରାୟ —Like.

ମିଆଦି ଟାଳିଲି ପିଆଦା ପରାଏ ମାର ଝିଙ୍କେ ଆସୁ ଯାଉ କବିସୁର୍ଯ୍ୟ, ସଂଗୀତ