ପରାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଶୂଦ୍ରଙ୍କ ବ୍ୟବହୃତ) ଗ୍ରାମ୍ୟ - କ୍ରିୟାପଦ - (ପରିବାର ଣିଜନ୍ତ ରୂପ; ସଂସ୍କୃତ - ପାତି ଧାତୁ) ସମ୍ପାଦନା

୧. ଗଛ ଆଦିରୁ ଫଳ ଅନ୍ୟଦ୍ୱାରା ତୋଳା — ଇବା; ପଡ଼ାଇବା —୧. To cause to be plucked.

(ଯଥା— ସାଆନ୍ତ ବସି ନ଼ଡିଆ ପରାଉ ଅଛନ୍ତି)

୨. (ସଂସ୍କୃତ - ପରିଧାପନ)—ଭୂଷିତ କରାଇବା; ପିନ୍ଧାଇବା; ପହରଣ କରିବା —୨. To cause to put on.
୩. ଅନ୍ୟଦ୍ୱାରା ବିଛଣାଆଦି ଭୂମିରେ ବିଛାଇବା — ୩. To cause to be spread.

ପ୍ରାଦେଶିକ - (ଭତରିଭାଖା) କ୍ରି. (ତୁଳ. ହିନ୍ଦୀ - ପରାନା) ସମ୍ପାଦନା

ପଳାଇବା — To fly away.

ଗ୍ରାମ୍ୟ - (ଇତର ବ୍ୟବହୃତ ଉଚ୍ଚାରଣ)—କ୍ରି ସମ୍ପାଦନା

ପଳାଇବା To flee away.