ପରଶୁଧର

ଉଚ୍ଚାରଣ

ସମ୍ପାଦନା

ପରଶୁଧାରୀ, ପରଶୁପାଣିଅନ୍ୟରୂପ

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ପରଶୁ+ଧୃ ଧାତୁ+କର୍ତ୍ତୃ. ଅ)

ସମ୍ପାଦନା

ଯେ ପରଶୁ ଧରିଥାଏ —Holding a battle axe; armed with a hatchet.

ସଂସ୍କୃତ - ଅ

ସମ୍ପାଦନା
୧. ମହାଦେବ; ଶିବ —୧. Ṡiba.
୨. ପରଶୁରାମ (ଦେଖ) - —୨. Paraṡurāma. (See)
୩. ଗଣେଶ — ୩. God Gaṅeṡa; the younger son of Ṡiva.