ପରମେଶ

ଉଚ୍ଚାରଣ

ସମ୍ପାଦନା

(ପରମେଶ୍ୱର—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (କର୍ମଧା; ପରମ+ଈଶ)

ସମ୍ପାଦନା
୧. ଜଗଦୀଶ୍ୱର — ୧. God.
୨. ଶିବ; ମହାଦେବ — ୨. God Ṡiba.
୩. ବିଷ୍ଣୁ —୩. Bishṇu.