ପରମାନ୍ନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (କର୍ମଧା; ପରମ+ଅନ୍ନ=ଖାଦ୍ୟ) ସମ୍ପାଦନା

(ଦୈବ ଓ ପିତୃକାର୍ଯ୍ୟରେ ବ୍ୟବହୃତ ହେଉଥିବାରୁ) କ୍ଷୀରୀ; ପାୟସାନ୍ନ; ଦୁଗ୍ଧ ଓ ଶର୍କରାଦ୍ୱାରା ପକ୍ୱ ଅନ୍ନ — A kind of rice-gruel; rice boiled with milk and sugar (lit. best food).