ପରମାତ୍ମା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (କର୍ମଧାରୟ; ପରମ+ଆତ୍ମନ୍) ସମ୍ପାଦନା

୧. ପରମେଶ୍ୱର; ପରବ୍ରହ୍ମ —୧. God; the Supreme Spirit.
୨. ଜୀବିତ ମନୁଷ୍ୟର ଅଭ୍ୟନ୍ତରରେ ଥିବା ଈଶ୍ୱରସତ୍ତା — ୨. The Divine Particle or Soul in man; the Supreme or Universal Soul.

[ଦ୍ରଷ୍ଟବ୍ୟ —ପ୍ରତ୍ୟେକ ମନୁଷ୍ୟର ଶରୀରରେ ଜୀବାତ୍ମା ଅଛନ୍ତି ଏବଂ ପ୍ରତ୍ୟେକ ଜୀବାତ୍ମାରେ ସୂକ୍ଷ୍ମରୂପେ ପରମାତ୍ମା ବା ଈଶ୍ୱରସତ୍ତା ବିରାଜିତ ]