ପରଦା

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ଅନୁବାଦ

ସମ୍ପାଦନା

(ପର୍ଦା—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଫାରାସୀ - ପର୍ଦା)

ସମ୍ପାଦନା
୧. ଭିତରର କଥା ବାହାରକୁ ଦେଖାନ ଯିବା ପାଇଁ ଲୁଗା ଆଦିର; ଯେଉଁ ଖଣ୍ଡ ଲଟକାଇ ଦିଆ ଯାଇ ଥାଏ; ଯବନିକା; ପଟ —୧. Screen; curtain.
୨. ଆବରଣ; ଘଟାଟପ — ୨. Cover; covering.


୩. ଗୁପ୍ତତା —୩. Secrecy; privacy.
୪. ଅନ୍ତଃପୁର; ଅବରୋଧ — ୪. Seraglio; female apartments.

[ଦ୍ରଷ୍ଟବ୍ୟ —ଏ ଶବ୍ଦ ଇଂରାଜି ଭାଷାରେ ମଧ୍ୟ ଚଳିଲାଣି]

୫. ମହତ; ଇଜ୍ଜତ୍ — ୫. Ijjat; position; decency; honour.
୬. ସୀତାରର ବିଭିନ୍ନ ସ୍ୱର ପ୍ରକାଶିତ ବା ପିତଳର ଆଡ଼— କାଠି ବା ଘାଟି —୬. Cross-pieces of a guilter.
୭. ବ୍ୟବଧାନ; ଧାଡ଼ି —୭. Fencing; partition.
୮. ଲଜ୍ଜା —୮. Shame; modesty.
୯. ସ୍ତ୍ରୀମାନଙ୍କର ଅନ୍ତଃପୁରରେ ଅବରୁଦ୍ଧ ରହିବା ପ୍ରଥା; ଅବରୋଧ ପ୍ରଥା; ସ୍ତ୍ରୀମାନେ ପ୍ରକାଶ୍ୟ ଭାବରେ ଦାଣ୍ଡକୁ ନ ବାହାରିବା ପ୍ରଥା —୯. The system or custom of females being confined to the inner apartments of the house and not coming out to public view.
୧. ପରସ୍ତ; ପରତ; ସ୍ତର —୧୦. Layer.
୧୧. କାନ ଭିତରେ ଓ ଆଖିରେ ଡୋଳା ଉପରେ ଥିବା ଖୁବ୍ ସୂକ୍ଷ୍ମ ଚର୍ମ; ଝିଲ୍ଲୀ —୧୧. Membrane.
୧୨. ଲୋକଚକ୍ଷୂର ଅନ୍ତରାଳରେ ଅବସ୍ଥିତ —୧୩. Staying behind the reach of public gaze; privacy.
୧୩. ହାରମୋନିଅମରୁ ଯେଉଁ ସ୍ଥାନରୁ ସ୍ୱର ଉତ୍ପାଦିତ ହୁଏ — ୧୩. The part of a harmonium from which sounds issue.