ପବିତ୍ରା
ପବିତ୍ରା
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ପବିତ୍ର+ ସ୍ତ୍ରୀ. ଆ)
ସମ୍ପାଦନା- ୧. ତୁଳସୀ — ୧. Tuḻasī (plant and leaf); the Holy Basil.
- ୨. ହରିଦ୍ରା; ହଳଦୀ —୨. Turmeric.
- ୩. ନଦୀବିଶେଷ —୩. Name of a river.
- ୪. ଶ୍ରାବଣ ଶୁକ୍ଳ ଏକାଦଶୀ (ହିନ୍ଦୀ - ଶବ୍ଦସାଗର) — ୪. The eleventh day of the bright lunar fortnight of Ṡrābaṇa.
- ୫. ଅଶ୍ୱତ୍ଥ (ହିନ୍ଦୀ - ଶବ୍ଦସାଗର) — ୫. The religious fig tree.