ପବିତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷଣ - (ପୂ ଧାତୁ+ କର୍ମ. ତ) ସମ୍ପାଦନା

୧. ପୂତ — ୧. Sacred.
୨. ପରିଶୋଧିତ —୨. Purified.

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

୧. ଯଜ୍ଞୋପବୀତ; ପଇତା — ୧. The sacred thread.
୨. ଗୋଲମରିଚ —୨. Black pepper.