ପନ୍ଦାର
ପନ୍ଦାର
ଉଚ୍ଚାରଣ
ସମ୍ପାଦନାପନ୍ଦଡ଼ା (ରା), ପନ୍ଦାଡ଼ିଆଅନ୍ୟରୂପ
ଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. ପନ୍ତାଡ଼ (ଦେଖ) - ୧. Pantāṟḍ̠a (See)
- ୨. ଘରର ହାତିଅନ୍ଧ ତଳେ ଥିବା ପାଆ— ଭାଗ ବା ପିଣ୍ଡାର ଶେଷଭାଗ — ୨. The end of the veranda under the gable of a thatched house.
- ୩. ଘରର ଚାଳର ଗୋଟିଏ ପାଖ — ୩. One half of the thatch of a house.
- ୪. ଘରର ଓଳି —୪. Eaves of a thatch.
- ୫. ଓଳିତଳ —୫. The ground below the eaves of a thatched house.