ପନ୍ଦର

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ - ଓ ବିଶେଷଣ - (ସଂଖ୍ୟାବାଚକ ସଂସ୍କୃତ - ପଞ୍ଚଦଶ; ପ୍ରା. ପଣରହ ପାଲୀ. ପଣ୍ଣରହ)

ସମ୍ପାଦନା

ପଞ୍ଚଦଶ —୧୫; fifteen.

ଦେଶଜ - ବିଶେଷ୍ୟ -

ସମ୍ପାଦନା

ବଜ୍ର —Thunderbolt.

ମନ୍ଦର ବେନି ମୋ ଘରରେ ଥିବାରୁ ପନ୍ଦର ପଡ଼ିଲା ଶିରେ— ଭଞ୍ଜ. ଲାବଣ୍ୟନିଧି

ସଂସ୍କୃତ - ବିଶେଷ୍ୟ -

ସମ୍ପାଦନା

ବିଷ୍ଣୁ ପୁରାଣୋକ୍ତ ପର୍ବତବିଶେଷ — Name of a mythological mountain. (M.W.)