ପଦ୍ମ କେଶରୀ ଗୁଣା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଦେଶଜ - ବିଶେଷ୍ୟ - (ବଣିଆ ଶବ୍ଦ) ସମ୍ପାଦନା

ପଦ୍ମକେଶର ପରି ଦିଶୁ— ଥିବା ରୁଆବସା ନାକରେ ପିନ୍ଧିବା ଆଠ କୋଣିଆ ସ୍ୱର୍ଣ୍ଣ ଅଳଙ୍କାର ବିଶେଷ —A kind of gold ornament for the nose, looking like the filaments of a lotus flower.