ପଦାର୍ଥ ଦର୍ଶନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ପଦାର୍ଥ ବିଜ୍ଞାନ, ପଦାର୍ଥ ବିଦ୍ୟାଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

ବସ୍ତୁ ବିଜ୍ଞାନ; ପ୍ରାକୃତିକ ବିଜ୍ଞାନ; ଯେଉଁ ବିଦ୍ୟାଦ୍ୱାରା ଚେତନାଚେତନ ବସ୍ତୁମାନଙ୍କର ଉତ୍ପତ୍ତି, ଗୁଣ ଓ କର୍ମାଦି ସମ୍ୱନ୍ଧରେ ଜ୍ଞାନ— ଲାଭ ହୁଏ; ଜଡ଼ ବିଜ୍ଞାନ —Natural philosophy; Natural science; physics.