ପତ୍ରିକା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଶେଷ୍ୟ - (ପତ୍ର+କ+ସ୍ତ୍ରୀ. ଆ) ସମ୍ପାଦନା

୧. ଚିଠି — ୧. Letter.
୨. ଗେଜେଟ୍; ସମ୍ୱାଦପତ୍ର — ୨. Gazette; newspaper.
୩. ସାମୟିକ ପତ୍ର —୩. Magazine.