ପତ୍ର
ପତ୍ର
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷ୍ୟ - (ପତ୍ ଧାତୁ+କର୍ତ୍ତୃ. ର)
ସମ୍ପାଦନା- ୧. ଦଳ; ଗଛର ପତ୍ର — ୧. Leaf of a tree.
- ୨. ବହିର କାଗଜ —୨. Leaf of a book.
- ୩. ଚିଠି —୩. Letter.
- ୪. ଲେଖ; ଲିପି; ଦଲିଲ — ୪. Document; deed; a writing.
- ୫. ହୁକୁମନାମା —୫. Order.
- ୬. ଅଙ୍ଗୀକାର ପତ୍ର — ୬. Deed of agreement or contract.
- ୭. ପକ୍ଷ; ଡ଼େଣା —୭. Wing of a bird.
- ୮. ଧାତୁର ପାତିଆ —୮. Foil of metal.
- ୯. ବାଣର ପକ୍ଷ —୯. The feather of an arrow.
- ୧. ଯାନ; ବାହନ —୧୦. Vehicle; conveyance.
- ୧୧. ଶସ୍ତ୍ରାଦିର ପାତ —୧୧. Blade of a Weapon.
- ୧୨. ଦେହରେ ପତ୍ରାକୃତି ରଚନାବଳୀ — ୧୨. Leaf-like painting on the body.
- ୧୩. ଅନ୍ନାଦି ଖାଇବା ପାଇଁ ଭୂମିରେ ପାରିବା ପତ୍ର — ୧୩. Leaves used as plates for meal.
- ୧୪. ତେଜପତ୍ର (ହିନ୍ଦୀ - ଶ) —୧୪. Cassia leaf.
- ୧୫. ପକ୍ଷୀ (ହ.ଶ.) —୧୫. Bird.
ଦେଶଜ - ବିଶେଷ୍ୟ - (ଅନ୍ୟ ଶବ୍ଦ ସଙ୍ଗେ ସହଚର ରୂପେ ବ୍ୟବହୃତ, ଯଥା—ପଇସା ପତ୍ର; ହିସାବ ପତ୍ର; ଚିଠି ପତ୍ର; କାଗଜ ପତ୍ର; ଜିନିସ ପତ୍ର; ପାଉଣା ପତ୍ର)
ସମ୍ପାଦନା- ୧. ସମୂହ —୧. Collection.
- ୨. ଆଦି; ଇତ୍ୟାଦି —୨. Etcetra.
ଦେଶଜ - ବିଶେଷ୍ୟ - (ଜାହାଜିଆ ଶବ୍ଦ)
ସମ୍ପାଦନାନୌକାରେ ବ୍ୟବହୃତ ଆହୁଲାର ଚଟୁ ପରି ଚଉଡ଼ା ଅଗ୍ରଭାଗ ବା ଆହୁଲାର ପଙ୍ଖା — The fan-shaped end of an oar; the spoon-shaped blade of an oar.