ପତି

ଉଚ୍ଚାରଣ

ସମ୍ପାଦନା
(ପତ୍ନୀ—ସ୍ତ୍ରୀ)
  • (file)
  • (file)
  • (file)

ସଂସ୍କୃତ - ବିଶେଷ୍ୟ - ପୁଂ. (ପା ଧାତୁ= ରକ୍ଷା କରିବା+କର୍ତ୍ତ. ଅତି)

ସମ୍ପାଦନା
୧. ପାଳକ; ରକ୍ଷକ —୧. Protector; preserver.
୨. ପ୍ରଭୂ; ମାଲିକ —୨. Lord; master.
୩. ଭର୍ତ୍ତା; ସ୍ୱାମୀ —୩. Husband.
୪. ନାୟକ; ନେତ୍ରୀ; ଚାଳକ —୪. Leader; guide.
୫. ଦ୍ରବ୍ୟାଦିର ଅଧିକାରୀ —୫. Owner; possessor.
୬. ରାଜା —୬. King; sovereign.

କହଇ କୃଷ୍ଣସିଂହ ଧରାକୋଟ ପତ କୃଷ୍ଣସିଂହ, ମହାଭାରତ. ବନ

ଅନୁବାଦ

ସମ୍ପାଦନା

=== ଦେଶଜ - ବିଶେଷ୍ୟ - (ସଂସ୍କୃତ - ପତ୍ର)

ଗଞ୍ଚେଇ ଗଛର ପତ୍ର — ୨. The leaves of Cannabis Sativa.

୩. (ସଂସ୍କୃତ - ପତ୍ରୀ) ବ୍ରାହ୍ମଣଙ୍କ ଉପାଧିବିଶେଷ — ୩. Family title of some Brāhmaṇs.

ଯଥା—କୁଣ୍ଡି ନାହିଁ, ବାଡ଼ି ନାହିଁ ଶଙ୍ଖତ୍ରାସ ପତି

୪. (ଜାତି ଶବ୍ଦ ସଙ୍ଗେ ସହଚର ରୂପେ ବ୍ୟବହୃତ; ଜାତିପତି)— ସମାଜ —୪. Society.

(ଯଥା—ସେ ମଦ ଖାଇ ଜାତିରୁ ଗଲା ପତିରୁ ଗଲା)

ଦେଶଜ - (ପ୍ରାଚୀନ ପଦ୍ୟ) ବିଶେଷଣ -

ସମ୍ପାଦନା

ପତିତ —Fallen.

ଲୁଚିଲେ ବ୍ରତତୀତତି ଅନ୍ତରେ ସୁମତି ମତିଛନ୍ନ ଲଭ ବିଶେଷ୍ୟ - କପତ୍ତିପତି ହେ ଜଳଧର ଭଞ୍ଜ, ପ୍ରେମସୁଧାନିଧି

ପ୍ରାଦେଶିକ - (ଗଡ଼ାଜାତ) ବିଶେଷ୍ୟ -

ସମ୍ପାଦନା

ଏକପ୍ରକାର ଅଭିମନ୍ତ୍ରିତ ଜଡ଼ି — A kind of charm.

[ଦ୍ରଷ୍ଟବ୍ୟ —ଶ୍ୱେତ ଅପରାଜିତା ପତ୍ରକୁ ଅଭିମନ୍ତ୍ରିତ କରି ବାଘର ଖୋଜକୁ ଉଣ୍ଡି, ଅକ୍ଷତ ଖୋଜ ଚିହ୍ନ ଉପରେ ଉକ୍ତ ପତ୍ରକୁ ପକାଇଲେ, ବାଘ ସେହି ବାଟେ ଫେରି ଆସେ ଓ ଶିକାରୀ ସେହି ବାଟକୁ ଜଗି ରହି ବାଘକୁ ମାରେ]