ପତାଇବା
ପତାଇବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - କ୍ରି. (ସଂସ୍କୃତ - ପାତି ଧାତୁ)
ସମ୍ପାଦନା- ୧. ପାତିତ କରିବା —୧. To lay down.
- ୨. (କର) ପ୍ରସାରିତ କରିବା; ବଢ଼ାଇବା — ୨. To extend.
ବନ୍ଧ କଅଧରୀ କନ୍ଦକ ପିଙ୍ଗି କଚ ପତାଇ ରାଧାନାଥ. ଚନ୍ଦ୍ରଭାଗା
- ୩. ଆଘାତ ଅପେକ୍ଷାରେ ମୁଣ୍ଡକୁ ରବା ଶରୀରର କୌଣସି ଅଙ୍ଗକୁ ଦେଖାଇବା; ଆଡ଼ବା —୨. To show one's head or other limb ready to receive a blow.
- ୪. (ସଂସ୍କୃତ - ପ୍ରତ୍ୟୟ) ପ୍ରତ୍ୟୟ କରିବା; ବିଶ୍ୱାସ କରିବା — ୪. To be confident; to trust.
(ଯଥା—ଏଡ଼େ ବଡ଼ କାମ କରିବାକୁ ମୋ ଛାତି ପତାଉ ନାହିଁ ଛାତି ପତାଇବା=ମନରେ ସାହସ ହେବା)