ପତର
ପତର
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ପତ୍ ଧାତୁ+କର୍ତ୍ତୃ. ଅର)
ସମ୍ପାଦନାଗମନଶୀଳ — Moving.
ସଂସ୍କୃତ - ବିଶେଷ୍ୟ -
ସମ୍ପାଦନାଲୌହ ପିତ୍ତଳାଦି ଧାତୁର ପାତିଆ (ଜ୍ଞାନେନ୍ଦ୍ର) — Thin plate of metal.
ଅନୁବାଦ
ସମ୍ପାଦନାପତର
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପତ୍ର)
ସମ୍ପାଦନା- ୧. ଗଛର ପତ୍ର —୧. Leaf
ପଦ୍ମପତର ପରି ଅଟଇ ନୟନ—କୃଷ୍ଣସିଂହ. ମହାଭାରତ ଆଦି
[ ଦ୍ର—ଯେଉଁ ଗଛର ପତର ସେ ପତର ସେ ଗଛର ନାମଦ୍ୱାରା ଚିହ୍ନାଯାଏ; ଯଥା—କଲରାପତର, ଆମ୍ୱପତର ଇତ୍ୟାଦି ]
- ୨. ପାତ; ଧାତୁ ଆଦିର ପାତିଆ — ୨. Thin slip of metal.
- ୩. ପତ୍ର; ଚିଠି —୩. Letter.
- ୪. ଲେଖ —୪. A writing.
- ୫. ପୁସ୍ତକର କାଗଜ —୫. The leaf of a book.
[ ଦ୍ର—ପୁସ୍ତକର ପ୍ରତ୍ୟେକ ପତରରେ ୨ ପୃଷ୍ଠା ଥାଏ ]
- ୬. ଖାଇବା ପାଇଁ ପକାଯିବା ପଦ୍ମ ଓ କଦଳୀପତ୍ର — ୬. A plantain or lotus leaf on which food is served.
- ୭. ଛୁରୀ ବା ଶସ୍ତ୍ରାଦିର ଲମ୍ୱ ଓ ପତଳା ଫଳକ — ୭. Thin blade of knife or sword.
- ୮. ଧୂଆଁପତ୍ର —୮. Tobacco leaves.
- ୯. ଲେଖନାଦ୍ୱାରା ଲେଖିବା ପାଇଁ ବ୍ୟବହୃତ ତାଳପତ୍ର — ୯. Palm leaf used for writing upon with iron stylos.
ପ୍ରାଦେଶିକ - (ଆଠମଲ୍ଲିକ) ବିଶେଷ୍ୟ -
ସମ୍ପାଦନାପାନ —Betel-leaf.