ପତନି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପଟ୍ଟନ) ସମ୍ପାଦନା

୧. ଲୁଗା — ୧. Cloth.
୨. ସରୁ ଲୁଗା —୨. Fine cloth.

ପୁଅକୁ ପିନ୍ଧାଏ ପାଟାଁପତନି ଝିଅକୁ ପିନ୍ଧାଏ ନେତ ଧୋଓରେ ବାୟା ଧୋ ଗୀତ

୩. (ସଂସ୍କୃତ - ପତ୍ନୀ)—ଭାର୍ଯ୍ୟା —୩. Wife.
୪. (ସଂସ୍କୃତ - ପତ୍ତନ) ବଙ୍ଗ ଦେଶର ଏକ ପ୍ରକାର ମଧ୍ୟସ୍ୱତ୍ତ୍ୱ ପତ୍ତନି — ୪. An under tenure in Bengal.

[ ଦ୍ର—ପତନିର ଅଧୀନ ମଧ୍ୟସ୍ୱତ୍ୱକୁ ଦରପତନୀ ଓ ଦରପତନୀର ଅଧୀନ ମଧ୍ୟସ୍ୱତ୍ୱକୁ ସେ—ପତନୀ ବୋଲାଯାଏ ]

ପ୍ରାଦେଶିକ - (ପୁରୀ) ବିଶେଷ୍ୟ - ସମ୍ପାଦନା

୫. (ସଂସ୍କୃତ - ପତନ) ବେଙ୍ଗଳା ପଡ଼ିବା ପରେ ମେରି ଚାରିପାଖରେ ବିସ୍ତୃତ ହୋଇ ପଡ଼ିଥିବା କୁଟା ବା ପାଳ —୫. Crushed straw lying scattered round the central threshing post.