ପଣ୍ଡ୍କା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ସଂସ୍କୃତ - ପଣ୍ଡୁକ; ପେଣ୍ଡୁକୀ) ସମ୍ପାଦନା

କପୋତ; କାପ୍ତା —Dove.

[ଦ୍ରଷ୍ଟବ୍ୟ —ପଣ୍ଡ୍କା ତିନି ପ୍ରକାରର, ଯଥା—୧ ଟାମଟୁର୍କୁ— ଧୂସର ବର୍ଣ୍ଣ ଓ ସାନ; କୁରର ୨ ଛିଦ୍କେଲ୍—କଳାବିନ୍ଦୁଯୁକ୍ତ, ଈଷତ୍ ନାଲି ୩ ବୁଢ଼େଲ୍—ପାରା ପରି ବଡ଼]