ପଣା ସଂକ୍ରାନ୍ତି

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

(ପଣାସଙ୍କରାନ୍ତି—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପ୍ରପାନକ+ଓ. ସଂକ୍ରାନ୍ତି)

ସମ୍ପାଦନା

ମହାବିଷୁବ ସଂକ୍ରାନ୍ତି; ମେଷ ସଂକ୍ରାନ୍ତି; ବୈଶାଖ ମାସର ପ୍ରଥମ ଦିନ —The sun's equinoxial passage in summer; the first day of the solar month of B&aline;&iline;ṡākha.

[ଦ୍ରଷ୍ଟବ୍ୟ —ଏଦିନ ଚଡ଼କ ପୂଜା ହୁଏ ଓ ପାଟୁଆ ନାଚନ୍ତି ଏଦିନ ପଣା ପ୍ତସ୍ତୁତ କରି ବ୍ରାହ୍ମଣଙ୍କୁ ଛତା ଓ ପଙ୍ଖା ଆଦି ସହିତ ଦାନ କରାଯାଏ ଦେବତା ଓ ତୁଳସୀ ଗଛ ଉପରେ ଜଳ ପୂର୍ଣ୍ଣ ବସୁନ୍ଦରା ଘଟ ଦିଆଯାଏ ଗଡ଼ଜାତରେ ଝାମୁନାଟ ଏହି ଦିନଠାରୁ ହୁଏ]