ପଢ଼ିବା
ପଢ଼ିବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନା(ପଢ଼ାଇବା—ଣିଜନ୍ତ)
ଦେଶଜ - କ୍ରି. (ସଂସ୍କୃତ - ପଠ୍ ଧାତୁ) (ସକର୍ମକ; ଅକର୍ମକ)
ସମ୍ପାଦନା- ୧. ପାଠ କରିବା — ୧. To read.
- ୨. ଅଧ୍ୟୟନ କରିବା; ବିଦ୍ୟାଶିକ୍ଷା କରିବା — ୨. To learn.
- ୩. ଉଚ୍ଚାରଣ କରିବା; ଆବୃତ୍ତି କରିବା — ୩. To recite; to speak; to utter.
କେତେ ଯତି ଆସି ବେଦକୁ ପଢୁଛନ୍ତି କୃଷ୍ଣସିଂହ ମହାଭାରତ. ଆଦି
- ୪. ଲେଖା ଅକ୍ଷରକୁ ପାଠ କରିବା — ୪. To decipher a writing.