ପଢ଼ିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

(ପଢ଼ାଇବା—ଣିଜନ୍ତ)

ଦେଶଜ - କ୍ରି. (ସଂସ୍କୃତ - ପଠ୍ ଧାତୁ) (ସକର୍ମକ; ଅକର୍ମକ) ସମ୍ପାଦନା

୧. ପାଠ କରିବା — ୧. To read.
୨. ଅଧ୍ୟୟନ କରିବା; ବିଦ୍ୟାଶିକ୍ଷା କରିବା — ୨. To learn.
୩. ଉଚ୍ଚାରଣ କରିବା; ଆବୃତ୍ତି କରିବା — ୩. To recite; to speak; to utter.

କେତେ ଯତି ଆସି ବେଦକୁ ପଢୁଛନ୍ତି କୃଷ୍ଣସିଂହ ମହାଭାରତ. ଆଦି

୪. ଲେଖା ଅକ୍ଷରକୁ ପାଠ କରିବା — ୪. To decipher a writing.