ପଢ଼ାଇବା

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ଦେଶଜ - କ୍ରିୟାପଦ -

ସମ୍ପାଦନା
୧. (ପଢ଼ିବାର ଣିଜନ୍ତ ରୂପ)—ଅଧ୍ୟାପନା କରିବା —୧. Causative of Paṟḍ̠ẖibā To teach.
୨. ପରାମର୍ଶ ଦେବା —୨. To advise.

ବନ ଭାବନ ଭାବନା ଏକାକରେ ଭଲା ପଢ଼ାଇଛି ଜଟଧାରୀ ଗୋ ବାମାଏ ଭଞ୍ଜ. ବୈଦେହୀଶବିଳାସ