ପଡ଼ାଇବା

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ପରାଇବା,ପରେଇବା,ଅନ୍ୟରୂପ

ଦେଶଜ - କ୍ରି. (ସଂସ୍କୃତ - ପତ୍ ଧାତୁ ଣିଚ୍=ପାତି ଧାତୁ)

ସମ୍ପାଦନା
୧. ପକାଇବା —୧. To fell.
୨. ଅନ୍ୟଦ୍ୱାରା ଫଳ ତୋଳାଇବା — ୨. To have the fruits plucked from trees by others.
୩. ଅନ୍ୟଦ୍ୱାରା ଶଯ୍ୟାଦି ପକାଇବା — ୩. To have the bedding laid by another

ପେଷିଣ ଆଳୀଆଳି ଚନ୍ଦ୍ରନିଶରେ ତହିଁ ଶଯ୍ୟାକୁ ପଡ଼ାଇବା ଭଞ୍ଜ. ପ୍ରେମସୁଧାନିଧି