ପଟ ଧରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ପଟ ନେବା, ପଟ ମାଡ଼ିବାଅନ୍ୟରୂପ

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ଏକପକ୍ଷ ପ୍ରତି ଅଯଥା ଆସକ୍ତି ଦେଖାଇବା; ପକ୍ଷପାତ କରିବା —୧. To be partial; to lean to one party.
୨. ପକ୍ଷ ସମର୍ଥନ କରିବା —୨. To take sides; to support a party.

ସାକ୍ଷିଏ ପଟ ଧରି ଅବଶ୍ୟ କହନ୍ତି ତହିଁକି ଜାଗରୁକ ଥିବ ନରପତି କୃଷ୍ଣସିଂହ. ମହାଭାରତ ଶାନ୍ତି

୩. ସାହାଯ୍ୟ କରିବା; ସହାୟତା କରିବା —୩. To support.