ପଞ୍ଜି
ପଞ୍ଜି
ଉଚ୍ଚାରଣ
ସମ୍ପାଦନାଧ୍ୱନି | (file) |
(ପଞ୍ଜିକା—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ପିନ୍ଜ ଧାତୁ = ସଂପୃକ୍ତ ହେବା+ଇ. ଈ)
ସମ୍ପାଦନା- ୧. ପାଞ୍ଜି; ଦିବସ ଓ କାଳଜ୍ଞାପକ ଗ୍ରନ୍ଥ; ପାଞ୍ଚାଙ୍ଗ ପଞ୍ଜିକା —୧. Calendar; almanac.
- ୨. ହିସାବ ଖାତା —୨. Account book.
- ୩. ପ୍ରତ୍ୟେକ ଶବ୍ଦର ବ୍ୟାଖ୍ୟାଯୁକ୍ତ ନୋଟ —୩. Commentary explaining and analysing every word.
- ୪. ତୁଳନା ବଳଣା —୪. A roll of carded cotton.
- ୫. ପ୍ରସ୍ତାବନା —୫. Prologue.
- ୬. ବାକରଣର ବୃତ୍ତିଗ୍ରନ୍ଥ ବିଶେଷ — ୬. A grammatical commentry.