ପଞ୍ଜରା

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ବି—(ସଂସ୍କୃତ - ପଞ୍ଜର)

ସମ୍ପାଦନା
୧. ଅସ୍ଥି କଙ୍କାଳ — ୧. Skeleton.
୨. କଙ୍କାଳ ହାଡ଼ —୨. The ribs.
୩. ଜଳାକବାଟ —୨. Window.
୪. ଘର ଚାଳର ଏକପାଖ — ୪. One of the sloping halves of a thatch.