ପଞ୍ଚୁଆ ଫତୁରି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ପ୍ରାଦେଶିକ - (ପୁରୀ) ବିଶେଷ୍ୟ - ସମ୍ପାଦନା

ଇଂରାଜୀ ସରକାରଙ୍କ ବିପକ୍ଷରେ ୧୮୧୮: ସାଲରେ ଘଟିଥିବା ଖୋରଧା ବାଣପୁରର ପାଇକ ବିଦ୍ରୋହ —The name of the rising of the Pāikas of Khurda (in Puri district) in the year ୧୮୧୮.

[ଦ୍ରଷ୍ଟବ୍ୟ —'ପଞ୍ଚୁ' ନାମକ ଜଣେ ବ୍ୟକ୍ତି ଏହାର ନେତା ଥିବାରୁ ଏହାର ଏପରି ନାମ ହୋଇଅଛି]