ପଞ୍ଚାଶ

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ - ଓ ବିଶେଷ୍ୟ - (ସଂସ୍କୃତ - ପଞ୍ଚାଶତ୍; ପ୍ରା. ପଞ୍ଚାସା)

ସମ୍ପାଦନା

ପାଞ୍ଚର ଦଶଗୁଣ ସଂଖ୍ୟା; ୫ — Fifty; ୫୦.

ଆର ପଚାଶ ପୁତ୍ରସାଜୁଁ ତାହାକପ କଲେ ଜ୍ୟେଷ୍ଠ ମାନ୍ୟ ଜଗନ୍ନାଥ. ଭାଗବତ



ପଞ୍ଚାଶ

ଉଚ୍ଚାରଣ

ସମ୍ପାଦନା
(ପଞ୍ଚାଶୀ—ସ୍ତ୍ରୀ) 

ଦେଶଜ - ବିଶେଷ୍ୟ - ଓବିଶେଷଣ - (ସଂଖ୍ୟାବାଚକ; ସଂସ୍କୃତ - ପଞ୍ଚାଶତ୍

ସମ୍ପାଦନା

ପଚାଶ (ଦେଖ) - Pachāṡa (See)

(ପଞ୍ଚାଶିତ—ଅନ୍ୟରୂପ)

ସଂସ୍କୃତ - ବିଣ—(ପଞ୍ଚାଶତ୍+ପୂରଣାର୍ଥେ. ଅ)

ସମ୍ପାଦନା

ପଚାଶ ସ୍ଥାନୀୟ — Fiftyfifth.

[ଦ୍ରଷ୍ଟବ୍ୟ —ହିନ୍ଦୀ ଶବ୍ଦସାଗରରେ 'ପଞ୍ଚାସ' ଶବ୍ଦର ଏହି ଅର୍ଥ ଲେଖା ଯାଇଅଛି, କିନ୍ତୁ ବର୍ଣ୍ଣକ୍ରମରେ ଏହା 'ପଞ୍ଚାଶତ୍' ଶବ୍ଦର ପୂର୍ବେ ସ୍ଥାନ ପାଇଥିବାରୁ 'ପଞ୍ଚାଶ' ସ୍ଥଳରେ 'ପଞ୍ଚାସ' ମୂଦ୍ରାକର ପ୍ରମାଦରୁ ଘଟିଅଛି ମନିଅର୍ବି ଲିଆମ୍ସଙ୍କ ଶବ୍ଦକୋଷରେ 'ପଞ୍ଚାଶ' ଶବ୍ଦର ଏହି ଅର୍ଥ ଅଛି]