ପଞ୍ଚାକ୍ଷର
ପଞ୍ଚାକ୍ଷର
ଉଚ୍ଚାରଣ
ସମ୍ପାଦନାଧ୍ୱନି | (file) |
(ପଞ୍ଚାକ୍ଷରୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ପଞ୍ଚ+ ଅକ୍ଷର)
ସମ୍ପାଦନାପାଞ୍ଚଟି ଅକ୍ଷରଯୁକ୍ତ (ମନ୍ତ୍ର) —(a mantra) Consisting of ୫ letters.
[ଦ୍ରଷ୍ଟବ୍ୟ —ଶିବ ପଞ୍ଚାକ୍ଷର ମନ୍ତ୍ରଃ—ନମଃ ଶିବାୟ, ବିଷ୍ଣୁ ପଞ୍ଚାକ୍ଷର— ବିଷ୍ଣବେ ନମଃ]
ସଂସ୍କୃତ - ବିଶେଷ୍ୟ -
ସମ୍ପାଦନା- ୧. ପଞ୍ଚ ଅକ୍ଷରବିଶିଷ୍ଟ ପ୍ରତିଷ୍ଠା ନାମକ ବୃତ୍ତ (ହିନ୍ଦୀ - ଶ) — ୧. Name of a Sanscrit metrie.
- ୨. ଶିବ ପଞ୍ଚାକ୍ଷର ମନ୍ତ୍ରଃ; ନମଃ ଶିବାୟ — ୨. A formula of Ṡiba consisting of ୫ letters.