ପଞ୍ଚା

ଉଚ୍ଚାରଣ

ସମ୍ପାଦନା
(file)
  • (file)
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷଣ - (ସଂସ୍କୃତ - ପଞ୍ଚନ୍)

ସମ୍ପାଦନା

'ପାଞ୍ଚ' ସଂଖ୍ୟାଦ୍ୱାରା ଗୁଣିତ — Multiplied by 5

ତିନି ପଞ୍ଚା ପନ୍ଦରପଣ— ପଣକିଆ

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ -

ସମ୍ପାଦନା
୧. ପାଞ୍ଚଟିପ ଯୁକ୍ତ ତାସ୍ — ୧. A card with ୫ points.
୨. ପଶାଖେଳରେ ୫ ସଂଖ୍ୟକ ସାର —୨. A throw of dice resulting in ୫ points.
୩. ବିଚାର; ପାଞ୍ଚ — ୩. Consultation; adjudication.

ବିଧିରେ ପଳାଶ ରୁଧିର ସଞ୍ଚା, ବିକଶିଳା ପୁଷ୍ପ ପରାୟେ ପଞ୍ଚା— ଭଞ୍ଜ. ବୈଦେହିଶବିଳାଶ

ଅନୁବାଦ

ସମ୍ପାଦନା
୪. ଗ୍ରାମର ପାଞ୍ଚଜଣ ବା ସମସ୍ତଙ୍କଠାରୁ ସାଧାରଣ କାର୍ଯ୍ୟ ନିମନ୍ତେ ଆଦାୟ କରାଯିବା ଭେଦା; ଚାନ୍ଦା — ୪. Subscription raised from villagers for a common purpose.

ଅନୁବାଦ

ସମ୍ପାଦନା
୫. ଗୃହର ଚାଳକୁ ବଢ଼ାଇ ପିଣ୍ଡାରେ କରାଯାଇଥିବା କୋଠରି —୫. A room made in the veranda by elongating the thatch; out room.
୬. ସନ୍ଦେହ —୬. Doubt.

ଏହି ସକାଶରୁ ବାଟରେ ବସା ସଞ୍ଚା କରାଅ ତାଙ୍କ ପାଇଁ ନ କରି କିଛି ପଞ୍ଚା— କୃଷ୍ଣସିଂହ. ମହାଭାରତ. ଉଦ୍‌ଯୋଗ